ଯାଜପୁର ଜିଲ୍ଲା ବିଂଝାରପୁର ସୈନିକ ଡିଫେନସ ଆକାଡେମୀରେ ତାଲିମ ନେଉଥିବା ଛାତ୍ର ଛାତ୍ରୀ ଚଳିତ ବର୍ଷ ୧୬ ଜଣ ଛାତ୍ର ସଫଳ ହୋଇଥିବା ଅବସରରେଏକାଡେମୀର ସମସ୍ତ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକଙ୍କ ଭିତରେ ସମସ୍ତେ ମିଠା ଖୁଆଇ ନିଜ ନିଜ ଖୁସି ପ୍ରକାଶ କରିଛନ୍ତି l ବିଭିନ୍ନ ଜିଲ୍ଲାରୁ ଆସି ଏହି ଏକାଡେମିରେ ପ୍ରଶିକ୍ଷଣ ନେଇଥିବା ଛାତ୍ରଛାତ୍ରୀ ଆଜି ସଫଳ ହୋଇ ପାରିଛନ୍ତି ବୋଲି ମତ ପ୍ରକାଶ କହିଛନ୍ତି l
#ArgusNews #Jajpur #Binjharpur #DefenceAcademy #Odisha