କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗକୁ ସଫଳତା । କଟକ ଶିଥଳ ଅଞ୍ଚଳରୁ ୧୩୦ ଗ୍ରାମ ବ୍ରାଉନ ସୁଗାର୍ ଜବତ ହୋଇଥିବା ବେଳେ, ଟାଙ୍ଗୀ ଟୋଲଗେଟ ନିକଟରୁ ୧ କ୍ଵିଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରାଯାଇଛି ।
#Odisha #ArgusNews #brownsugar #cannabis #seize #Cuttack