କରୋନା କାଳରେ ଚାଲିଗଲା ଚାକିରୀ । ଚାପ ଓ ଚିନ୍ତାରେ ବସି ନ ରହି ଆନନ୍ଦପୁର ଦେଓଗାଁର ଶୁଭେନ୍ଦୁ ପତି ନିଜର ସଂଚିତ ଅର୍ଥରେ ତୁରନ୍ତ ଆରମ୍ଭ କଲେ ଏକ ସମନ୍ବିତ କୃଷିଫାର୍ମ । ଗାଈ, ଛେଳି, କୁକୁଡ଼ା, ବତକ ପାଳନ ସହିତ ବାଓ ଫ୍ଲକ ପଦ୍ଧତିରେ ମାଛଚାଷ ତାଙ୍କୁ ସ୍ୱାବଲମ୍ବୀ କରାଇଲା । ଏବେ ସେ ଚାକିରୀ ପାଇଁ କାହା ଉପରେ ନିର୍ଭର କରିବା ପରିବର୍ତେ ସ୍ଥାନୀୟ ଅଂଚଳର ୮ ଜଣ ଯୁବକଙ୍କୁ ଦେଇଛନ୍ତି କାମ । ଶୁଭେନ୍ଦୁଙ୍କ ଏଭଳି ସଫଳ କାହାଣୀ ଅନ୍ୟଙ୍କ ପାଇଁ ପାଲଟିଛି ପ୍ରେରଣା ।
#inspiration #Farming #CoronaPandemic #selfsufficient #GoodNews #Anandapur #ArgusNews