#ନ୍ୟାୟ_ପାଇଁ_ଲଢ଼ୁଥିବା_ପୀଡ଼ିତ_ପରିବାରର_ଋଣହୁଙ୍କାର
ପରୀ, ପିହୁ, ଆଦିତ୍ୟ, ଅମୃତ, ଦିପ୍ତୀକାନ୍ତ, ଗୋବିନ୍ଦ, ରଞ୍ଜନ ଏମିତି ଅନେକ ହାଇପ୍ରୋଫାଇଲ ମାମଲାକୁ ରଫାଦଫା କରିଦେଇଛି ପୋଲିସ। ଏକାଠି ହୋଇ ନ୍ୟାୟ ପାଇଁ ଲଢେଇ କରୁଛନ୍ତି ପିଡୀତ ପରିବାର। ସିଧାସଳଖ ଅଭିଯୋଗ କରିଛନ୍ତି ଶାସକ ଦଳର ନେତା, ମନ୍ତ୍ରୀଙ୍କ ସଂପୃକ୍ତ ଅଭିଯୋଗ ଆସୁଥିବାରୁ ପୋଲିସ ଚୁପ୍ ବସିଛି....।
#ArgusNews #Sufferersfamilyproblem #justice #RulingParty #OdishaPolice #Odisha