ସୁନ୍ଦରଗଡ଼ ବଣାଇ ଅଂଚଳରେ ଦନ୍ତା ହାତୀ ଉପଦ୍ରବ । ୨ଟି ହାତୀ ବଣାଇ ରେଞ୍ଜ, ବାଙ୍କୀ ରେଞ୍ଜ ଓ ତାମଡା ରେଞ୍ଜରେ ଉତ୍ପାତ ମଚାଇଛନ୍ତି । ବାଙ୍କୀ ରେଞ୍ଜର ରାଜାମୁଣ୍ଡା ସେକ୍ସନର ଶରଧାପୁର, ବିସିପାଲି ଅଂଚଳରେ ଧାନ ଫସଲ ଖାଇ ନଷ୍ଟ କରୁଛନ୍ତି ହାତୀ ।
#ArgusNews #Sundargarh #Bonai #ForestDepartment #Elephant #Odisha