ସୁନ୍ଦରଗଡ କୋଇଡା ବିଡିଓ ପଲ୍ଲବୀରାଣି ରାଜଙ୍କୁ ଆକ୍ରମଣ ପଛରେ ପାରିବାରିକ ଠିକାଦାରୀ ନୁହେଁ ତ ? ଚର୍ଚ୍ଚା ହେଉଛି ଠିକା ଟଙ୍କା ନ ମିଳିବାରୁ ବିଡିଓଙ୍କ ଭାଇ ଓ ବାପା ଆକ୍ରମଣ କରିଛନ୍ତି । ପୂର୍ବରୁ ବିଡିଓ ପଲ୍ଲବୀରାଣୀ ପରିବାର ଲୋକଙ୍କୁ ଠିକାକାମ ଦେଉଥିବା ଅଭିଯୋଗ ହୋଇଥିଲା।
#ArgusNews #Sundargarh #Koida #BDO #AttackCase #Odisha