ଦୁର୍ନୀତିର ପ୍ରୟୋଗଶାଳା ପାଲଟିଛି ରାଉରକେଲା ମହାନଗର ନିଗମ । ବିକାଶ ପାଇଁ ଆସୁଛି କୋଟି କୋଟି ଟଙ୍କା । ମାତ୍ର ନିମ୍ନମାନ କାମ କରି ଟଙ୍କା ଚଳୁ କରୁଛନ୍ତି ଅଧିକାରୀ । ବିଭାଗୀୟ ଅଧିକାରୀ-ଠିକାଦାରଙ୍କ ମିଲିଭଗତରେ ବଡ ଘୋଟାଲା
#Sundargarh #pearl #RMC #Corruption #ArgusNews