#ବ୍ରହ୍ମପୁର_ସହରରୁ_ବଲିଉଡ_ଯାତ୍ରା
ନାମିଦାମୀ କଳାକାରଙ୍କୁ ଡ୍ୟାନ୍ସ ଶିଖାଇ ଏବେ ଚର୍ଚ୍ଚାରେ ବ୍ରହ୍ମପୁରର ସୁନିତ କୁମାର । ଏମିତିକି ବଡ ପରଦାରେ ବିଗ୍ ବିଙ୍କ ସହ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଛନ୍ତି ସୁନିତ । ନିକଟରେ ହୋଇଥିବା ହିନ୍ଦୀ ଚଳଚ୍ଚିତ୍ର 'ଉଞ୍ଚାଇ'ରେ ସେ ଆସିଷ୍ଟାଣ୍ଟ କୋରିଓଗ୍ରାଫର ରୂପେ କାମ କରିଛନ୍ତି ।
#ArgusNews #BollywoodJourney #Brahmapur #dancers #SunitKumarDas #choreographer #Odisha