ଓଡ଼ିଶାରେ ପ୍ରତିଷ୍ଠା ହେବ ସୁପରସ୍ପେସାଲିଟି ହସପିଟାଲ ଓ ଡାଇଗ୍ନୋଷ୍ଟିକ ସେଣ୍ଟର । ଓଡ଼ିଶାରୁ ଶୁଭାରମ୍ଭ ହେବ ଭାରତର ପ୍ରଥମ କ୍ୟାସଲେସ ସୁପର ସ୍ପେଶାଲିଟି ହସ୍ପିଟାଲ । ଭାରତର ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରାୟ ୭ ବର୍ଷ ଭିତରେ ୧୦ ହଜାର କୋଟିର ଖୁବଶୀଘ୍ର ହେବ ପୁଞ୍ଜିନିବେଶ ।
#Bhubaneswar #superspecialityhospital #Odisha #ArgusNews