ସ୍ଵର ବଦଳାଇଲେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ହାଇ କମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ ଜସବନ୍ତ ସିନ୍ହାଙ୍କୁ ସମର୍ଥନ କରିବାକୁ କହିଲେ ସୁର। ପୂର୍ବରୁ, ଯୁବପିଢ଼ି ଓ ସାଧାରଣ ଲୋକଙ୍କ ମତକୁ ନେଇ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କଥା କହିଥିଲି
#Congress #SureshRoutray #presidentcandidate #YashwantSinha #ArgusNews