#ଜେସିବି_ତଳେ_ଧାରଣା_ଦେଲେ_ସୁର ।
ମନ୍ଦିର ଓ ଗୋ ଶାଳା ଭାଙ୍ଗିବାକୁ ଆସିଥିଲେ ବିଡିଏ କର୍ମଚାରୀ। ଜାଗା ଉପରେ ପହଞ୍ଚି ସବୁ ଭଣ୍ଡୁର କରିଦେଲେ ସୁର । ଡୁମଡୁମା ରଘୁନାଥ ନଗର ଅଂଚଳ ରେ ଥିବା ଏକ ଗୋ ଶାଳା ସହ ମନ୍ଦିର ଓ ଦୋକାନ ଭାଙ୍ଗିବାକୁ ଆଜି ବିଡିଏ କର୍ମଚାରୀ ପହଞ୍ଚିଥିଲେ । ସ୍ଥାନୀୟ ଲୋକ ଏହାକୁ ବିରୋଧ କରୁଥିବା ବେଳେ ଜଟଣୀ ବିଧାୟକ ସୁରେଶ ରାଉତରାୟ ପହଞ୍ଚି ଲୋକଙ୍କୁ ନେଇ ଜେସିବି ତଳେ ଧାରଣା ଦେଇଥିଲେ ।
#Odisha #ArgusNews #SuraRoutray #gosala #temple #demolition