ବେସାହାରା ମାନଙ୍କ ସାହାରା ହୋଇ ସେମାନଙ୍କୁ ବଞ୍ଚିବାକୁ ଦ୍ଵିତୀୟ ଜୀବନ ଦେଇଛନ୍ତି ଶ୍ରୀ ସୁରେଶ ଚନ୍ଦ୍ର ବିଶ୍ଵ। ଯାଜପୁରରେ ସେ ବେସାହାରାଙ୍କ ପାଇଁ ପରିଚାଳିତ କରୁଛନ୍ତି "ସେବକ" ଆଶ୍ରମ। ତାଙ୍କୁ ସମ୍ମାନିତ କରାଗଲା ଅର୍ଗସ ନ୍ୟୁଜର 'ପ୍ରାଇଡ ଅଫ ଓଡ଼ିଶା ସମ୍ମାନ' ଉତ୍ସବରେ ।
#prideofodisha #PrideOfOdishaSammanUtsav #awardshow #awardee #sureshchandrabiswa #culturalprogram #odisha #ArgusNews