ଅସନ୍ତକାଲିଠୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ। ଆମେ ଆଶା କରୁଛୁ ସଂସଦର ଅଧିବେଶନ ଠିକରେ ଚାଲିବ। ବିରୋଧୀ ଆଲୋଚନା ପାଇଁ ସହଯୋଗ କରିବେ। ଶେଷ ଅଧିବେଶନ ଗୁଡିକ ଠିକରେ ଚାଲିପାରି ନଥିଲା ବୋଲି କହିଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ....।
#ArgusNews #SureshPujari #assembly #WinterSession #Odisha