ପୁଣି ସନ୍ଦିଗ୍ଧ ପାରା ଉଦ୍ଧାର । ବାଲିମେଦ ଠାରୁ ଏକ ସନ୍ଦିଗ୍ଧ ପାରାକୁ ଉଦ୍ଧାର କଲା ବାସୁଦେବପୁର ବନ ବିଭାଗ । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଲୋକେ ଏକ ସନ୍ଦିଗ୍ଧ ପାରାକୁ ଦେଖି ବାସୁଦେବପୁର ବନ ବିଭାଗକୁ ଖବର ଦେଇଥିଲେ
#ArgusNews #Bhadrak #Basudevpur #Suspected #Dove #rescued #Odisha
Be the first to know any news. You will get latest stories and video updates through the day. You can turn them off anytime.