#ମଜାକ୍_କରୁଛେ_ସମ୍ବଲପୁର_ମହାନଗର୍_ନିଗମ୍
ସ୍ବଚ୍ଛ ଭାରତ ଅଭିଯାନ ଲାଗିର୍ ସମ୍ବଲ୍ପୁର୍ ସହରରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଆଡୁ କରାଯାଉଛେ । ତାର୍ ପରେ ଭି ବଛର୍ ଯାକର୍ ମଏଲା କେଚଡ଼ା ଜମି ରହୁଛେ । ସହରର ରିଙ୍ଗ ରୋଡ଼କେ ସାଗୁଆ ଆର୍ ସୁନ୍ଦର୍ କରିବାର୍ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାର୍ ବେଲକେ ମହାନଗର ନିଗମର ଅପାରଗତା ଆର୍ ପରିଚାଳନା ତ୍ରୁଟି ଲାଗି ଫେର୍ ମଏଲା ଭରତି ହେଲାନ ସମ୍ବଲପୁର ସହର୍
#ArgusNews #SwachhBharatAbhiyan #Sambalpur #Corporation #Odisha #municipality