ଢ଼େଙ୍କାନାଳ ପାଇଁ ଖୁସିର ଖବର। ମଗଜିକୁ ମିଳିପାରେ ଜିଆଇ ଟ୍ୟାଗର ମାନ୍ୟତା। ସରିଛି ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ। ଢ଼େଙ୍କାନାଳର ନିଜସ୍ଵ ମିଠା ପାଇବ ସ୍ଵତନ୍ତ୍ର ପରିଚୟ। ମଗଜୀକୁ ନେଇ ଢ଼େଙ୍କାନାଳର ନିଜସ୍ଵ ସ୍ଵତନ୍ତ୍ର ପରିଚୟ ରହିଛି। କାହିଁ କେଉଁ କାଳରୁ ଏଠାରେ ମଗଜି ପ୍ରସ୍ତୁତ ହୋଇ ଆସୁଛି।
#ArgusNews #Sweet #Dhenkanal #Odisha