#ବାଲେଶ୍ବର_ବାସୀଙ୍କ_ପାଇଁ_ଅମୃତ_ଯୋଜନା_ପାଲଟିଛି_ବିଷ
#ଠିକଦାରଙ୍କୁ_ପୋଷୁଛନ୍ତି_ବିଭାଗୀୟ_ଅଧିକାରୀ_ଓ_ରାଜ୍ୟ_ସରକାର
ଅମୃତ ଯୋଜନାରେ ବାଲେଶ୍ବର ସହରକୁ ସାମିଲ କରାଯାଇଥିଲା । ସହରାଞ୍ଚଳ ବାସୀନ୍ଦାଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଯୋଜନା ହୋଇଥିଲା। ଗତ ମାର୍ଚ୍ଚ ମାସ ଶୁଦ୍ଧା ପୌରାଞ୍ଚଳରେ ୨୪୫ କିଲୋମିଟର ପାଇପ୍ ବିଛାଯାଇ ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଗଲା । ହେଲେ ମାତ୍ର ୫ ମାସ ନପୁରୁଣ ଏଭଳି ଚିତ୍ର ସାମ୍ନାକୁ ଆସିଛି । କେଉଁଠି ପାଇପ ମୁହଁରେ କପଡା ଗୋଡାଇ ଯାଇଛି ତ କେଉଁଠି ପାଇପ୍ ମୁହଁରେ ବାଉଁଶ ଖିଲ ଦିଆଯାଇଛି ।
#AmrutYojana #Scam #Balasore #Odisha #ArgusNews