#୧୫_ବର୍ଷର_ପ୍ରତୀକ_ସୋଲ_ପରି_ଭାସୁଛନ୍ତି_ପାଣିରେ
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ହାଟସାହି ଗାଁର ୧୫ ବର୍ଷର ପ୍ରତୀକ ଦାସ ବିନା ଗୁରୁରେ ଆୟତ୍ତ କରିଛନ୍ତି ଜଟିଳ ବିଦ୍ୟା । ଘଣ୍ଟା ଘଣ୍ଟା ଧରି ପାଣିରେ ଭାସମାନ ଅବସ୍ଥାରେ ରହି ସେ ସୃଷ୍ଟି କରିଛନ୍ତି ବିସ୍ମୟ । ହାତଗୋଡ଼ ନ ହଲାଇ ସ୍ଥିର ଭାବେ ତାଙ୍କୁ ପାଣିରେ ଦେଖି ପ୍ରଥମେ ଶଂକାଗ୍ରସ୍ତ ପରିବାର ଏବେ ତାଙ୍କୁ ଉତ୍ସାହିତ କରୁଛନ୍ତି ।
#Kendrapara #GoodNews #YogaAndWater #Odisha #ArgusNews