#ଇସାରା_ଇସାରାରେ_ପାକିସ୍ଥାନକୁ_ଟାର୍ଗେଟ
#ନୋ_ମନି_ଫର୍_ଟେରର୍_ସମ୍ମିଳନୀରେ_ବର୍ଷିଲେ_ପ୍ରଧାନମନ୍ତ୍ରୀ_ମୋଦି
ଆତଙ୍କବାଦର ମୂଳପୋଛ ନହେବାଯାଏ ବିଶ୍ରାମ ନାହିଁ । ଆତଙ୍କବାଦୀ ପାଣ୍ଠି ଯୋଗାଣକୁ ନା । ଇଶାରା ଇଶାରାରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୋ ମନି ଫର ଟେରର ସମ୍ମିଳନୀରେ ମୋଦି କହିଛନ୍ତି , ଏବେ ଆତଙ୍କବାଦର ମୂଳପୋଛ ପାଇଁ ସମୟ
#ArgusNews #PMNarendraModi #Pakistan #conference #money #Target