#ଓଡିଶାବାସୀଙ୍କ_ଉପରେ_ମହଙ୍ଗା_ବିଜୁଳି_ବୋଝ
#ଧରା_ପଡିଛି_ଟାଟା_ପାୱାରର_କାରସାଦି
ଟାଟା ପାୱାର ଉପଭୋକ୍ତାଙ୍କ ଠାରୁ ୪୦କୋଟି ଟଙ୍କାର ଜିଜିଆ କର ଆଦାୟର ଅଭିଯୋଗ। ବିଲ୍ ଆଦାୟ ପାଇଁ ଥିବା ଓଇଆରସିର ନିୟମକୁ ମାନୁନାହିଁ କମ୍ପାନୀ। ଟାଟା ପାୱାର ଓ ସରକାରଙ୍କ ମିଲିଭଗତରେ ଉପଭୋକ୍ତାଙ୍କ ଠାରୁ ହେଉଛି ଲୁଟ୍।
#Odisha #TataPower #Loot #electricitybill #costumer #StateGovernment #ArgusNews