#ବିଦ୍ୟୁତ_ଦରବୃଦ୍ଧିରୁ_ଆସ୍ବସ୍ତି_କିନ୍ତୁ_ଥମୁନି_ଟାଟା_ପାୱାରର_ଜୁଲମ
ସୀମା ଲଂଘିଲା ଟାଟା ପାୱାର । ବକେୟା ବିଦ୍ୟୁତ ବିଲକୁ ନେଇ ଘରେ ପୁରୁଷ ଲୋକ ନଥିଲା ବେଳେ ଘରେ ପଶି ବିଦ୍ୟୁତ ତାର କାଟିଦେଲେ କର୍ମଚାରୀ । ଯାହାକୁ ନେଇ ଯାଜପୁର ଧର୍ମଶାଳାରେ ହଙ୍ଗାମା । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ଟାଟା ପାୱାର ଜୁଲମକୁ ନେଇ ମାଳ ମାଳ ଅଭିଯୋଗ ।
#ArgusNews #TataPower #electric #Bills #Jajpur #NeulpurPowerStation #Complaint #Odisha