ପଥର କୁଆରୀ କୁ ବିରୋଧ କରି ବେଆଇନ ବିସ୍ପୋରଣ କୁ ବନ୍ଦ କର ନେଇ ତାତିଲେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରିଷିଗାଁ, ସରଗାଦି, ନରସିଂହପୁର ଏବଂ ଦର୍ଲିପଡ଼ା ଗାଁର ଲୋକେ l ଏହି ଗାଁ ମାନଙ୍କ ପାଖରେ ରହିଛି ଏକାଧିକ ପଥର କୁଆରୀ ଏବଂ ଦୈନିକ ହେଉଛି ପଥର ଖନନ l
#ArgusNews #protest #Nuapada #Odisha