#ପକ୍କାଛାତ_ବଦଳରେ_ଗଛ_ମୂଳରେ_ଚାଲିଛି_ଶିକ୍ଷାଦାନ
#ପଦାରେ_ପଡିଲା_ଶିକ୍ଷା_ବ୍ୟବସ୍ଥାର_ଅସଲ_ଚିତ୍ର
ରାଜ୍ୟରେ ଫେଲ ମାରିଛି ସର୍ବ ଶିକ୍ଷା ଅଭିଯାନ । ଗ୍ରାମାଞ୍ଚଳରେ ଏବେବି ରହିଛି ଶିକ୍ଷା ଭିତ୍ତିଭୂମିର ଅଭାବ । କେଉଁଠି ଶିକ୍ଷକ ଅଛନ୍ତି ତ କେଉଁଠି ସ୍କୁଲ ନାହିଁ, ଆଉ କେଉଁଠି ସ୍କୁଲ ଅଛି ଶିକ୍ଷକ ନାହାନ୍ତି । ଭଦ୍ରକ ବ୍ରାହ୍ମଣଗାଁ ପଞ୍ଚାୟତର ଭୋଇସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।
#Bhadrak #School #development #Odisha #ArgusNews