#ଖୋଲା_ଆକାଶ_ତଳେ_ଚାଲିଛି_ଶିକ୍ଷାଦାନ
ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର ରାଇପାଳ ପ୍ରାଥମିକ ବିଦ୍ୟାଳୟ । ୫୫ ଛାତ୍ରଛାତ୍ରୀଙ୍କୁ ନେଇ ଆଦିବାସୀ ଗାଁରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟର ଦୁରାବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ ଯୋଗ୍ୟ ନୁହଁ । ୫ ଟି ଶ୍ରେଣୀ ପାଇଁ ଅଛନ୍ତି ୨ଜଣ ଶିକ୍ଷକ । ପାଠ ପଢା ଯାହା ହେବ ପଢ଼ାଇବା ପାଇଁ ଶ୍ରେଣୀ ଗୃହ ନାହିଁ ।
#Keonjhar #school #developmentproblem #students #Odisha #ArgusNews