#କାଶୀପୁରରେ_ଟିମୱାର୍କ_ଟାଇମ୍_ଫେଲ୍ !
#ଝାଡାବାନ୍ତି_ଆତଙ୍କ_ପରେ_ଜଳ_ଚିନ୍ତା
କାଶୀପୁରରେ ଝାଡାବାନ୍ତି ଆତଙ୍କ ପରେ ପିଇବା ପାଣିକୁ ନେଇ ଚିନ୍ତା। ୨୦୨୦ ମସିହାର ସବୁ ଗାଁକୁ ପାଣି ଦେବାକୁ ସରକାର ଯେଉଁ ଯୋଜନା କରିଥିଲେ ତାହା ସରିଥିଲେ ଆଜି ହୋଇନଥାନ୍ତା ହଇଜା ମୃତ୍ୟୁ। ଯାହାକୁ ନେଇ ସରକାରଙ୍କ ଟାଇମ ଓ ଟିମ ୱାର୍କ ଉପରେ ଉଠିଛି ପ୍ରଶ୍ନବାଚୀ
#Rayagada #Kashipur #WaterProblem #Odisha #ArgusNews