ରାଜ୍ୟରେ ଉପର ମୁହାଁ ହେବାରେ ଲାଗିଛି ପାରଦ। ସୋମବାର ୧୨ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ଥିବା ବେଳେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୩୮.୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ୩୬ ଡିଗ୍ରୀ ଉପରେ ରହିଛି ୨୦ଟି ସହରର ତାପମାତ୍ରା ।
#weather #weathernews #heatwave #WeatherUpdate #OdishaWeather #Odisha #ArgusNews