ତାଳଚେର ଗ୍ଲୋବାଲ କୋଲ୍ ଉଆସାରି ସଂକ୍ରାନ୍ତୀୟ ବୈଠକରେ ଉତ୍ତେଜନା । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକ ପରେ କୌଣସି କାରଣବଶତଃ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ତୁ ତୁ ମେ ମେ ସହ ଉତେଜନା ମୂଳକ ପରିସ୍ଥିତି ଉପୁଜିଥିଲା
#ArgusNews #CollectorOffice #Meeting #Anugul #Odisha