#ଲାଞ୍ଚ_ନେଇ_ଧରାପଡ଼ିଲେ_ଥାନା_ବାବୁ
୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ । ଟଙ୍କା ନେଇ ଦୌଡ଼ି ପଳାଉଥିବା ବେଳେ ଲିମରାଜ ପ୍ରଧାନଙ୍କୁ କାବୁ କଲେ ଭିଜିଲାନ୍ସ ଅଧିକାରୀ ।
#vigilance #Arrest #LimrajPradhan #Odisha #ArgusNews