ଆଲୋକର ପର୍ବ ଦୀପାବଳି । ସମୟ ବଦଳିବା ସାଙ୍ଗକୁ ଚିକ୍ ମିକ୍ ଆଲୁଅରେ ଦୀପାବଳି ମନାଉଛନ୍ତି ଲୋକେ। କିନ୍ତୁ ପୂର୍ବଭଳି ମାଟି ଦୀପର ଏବେ ଚାହିଦା ନାହିଁ । ଚାଇନା ଦୀପ, କୋଲକତା ଦୀପ ସହ ଡିଜାଇନ ଦୀପ, ଏଲଇଡି ଲାଇଟ ସହ ମହମବତୀ ଏବେ ଦୀପର ସ୍ଥାନ ନେଇଛି । ଫଳରେ କୁମ୍ଭକାର ପରିବାର କ୍ଷତି ସହୁଛନ୍ତି ।
#Diwali #Diya #kalipuja #diwalideepak #Potterfamily #Bhubaneswar #Odisha #ArgusNews