#ପାଳିତ_ହୋଇଛି_ଭାରତୀୟ_ସ୍ତ୍ରୀ_ଶକ୍ତିର_୩୪_ତମ_ପ୍ରତିଷ୍ଠା_ଦିବସ
ଭାରତୀୟ ସ୍ତ୍ରୀ ଶକ୍ତିର ୩୪ ତମ ପ୍ରତିଷ୍ଠା ଦିବସ ଯୁପିଟର ବାଳିକା ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଅନୁଷ୍ଠାନର ମୂଳ ଲକ୍ଷ ହେଉଛି ନାରୀ ଶଶକ୍ତିକରଣ । ମହିଳା ମାନେ କିପରି ଆଗକୁ ବଢି ପାରିବେ ,ନିଜର ଦକ୍ଷତା ବିକାଶ କିପରି କରିପାରିବେ ସେଥିପାଇଁ ଏହି ସଂସ୍ଥା ସର୍ବଦା ଚେଷ୍ଟିତ ।
#Bhubaneswar #IndianWomensPower #celebration #Odisha #ArgusNews