#ଖୋଲା_ଆକାଶ_ତଳେ_ଚାଲିଛି_ଅଙ୍ଗନୱାଡି_କେନ୍ଦ୍ର
ଏ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁମୁଲି ପଞ୍ଚାୟତର ପରଜାପାତ୍ରପୁଟ ଗ୍ରାମ । ଯେଉଁଠି ଗରିବ ନିରୀହ କୁନି କୁନି ଶିଶୁ ମାନଙ୍କ ଉପରେ ଦୃଷ୍ଟି ପଡୁନି ପ୍ରଶାସନର ନଜର । ଗ୍ରାମରେ ଶିକ୍ଷା ଦାନ କରିବା ପାଇଁ ଅଙ୍ଗନୱାଡି କର୍ମୀ ଅଛନ୍ତି, ଶିକ୍ଷା ଗ୍ରହଣ କରିବା ନିମନ୍ତେ ଛାତ୍ର ଛାତ୍ରୀ ବି ରହିଛନ୍ତି । ହେଲେ ଅଙ୍ଗନୱାଡି ଗୃହ ଟିଏ ନାହିଁ ।
#Koraput #Anganwadi #development #Odisha #ArgusNews