#ପ୍ରାଣୀ_ଶୁନ୍ୟ_ହେଉଛି_ନନ୍ଦନ_କାନନ !
୩ ବର୍ଷରେ ୨୬୦ ଗୋଟି ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ମୃତ୍ୟୁବରଣ କରିଛନ୍ତି। ସେହିପରି ଏହି ୩ ବର୍ଷ ମଧ୍ୟରେ ନନ୍ଦନ କାନନ ଆସିଛନ୍ତି ମାତ୍ର ୬୪ ଟି ବନ୍ୟପ୍ରାଣୀ। ବର୍ତ୍ତମାନ ନନ୍ଦନ କାନନରେ ୧୮୩୮ ସ୍ତନ୍ୟପାୟୀ, ୩୧୭ ସରୀସୃପ, ୧୮୬୨ ପକ୍ଷୀ, ୨୧ ଉଭୟଚର ପ୍ରାଣୀଙ୍କୁ ମିଶାଇ ମୋଟ ୪୦୩୮ ବନ୍ୟପ୍ରାଣୀ ଅଛନ୍ତି।
#Bhubaneswar #NandankananZoo #Animaldeathscase #Odisha #ArgusNews