#ପୁଣି_ବଧାନସଭାକୁ_ଫରିଲା_ଚିଟଫଣ୍ଡ_ଝଡ଼
#ବାଚସ୍ପତିଙ୍କ_ପୋଡିୟମତଳେ_ଜବରଦସ୍ତ_ହଙ୍ଗାମା
ଚିଟଫଣ୍ଡ ଜମାକାରୀଙ୍କୁ ସରକାରଙ୍କ ଧୋକା। ଏଯାଏଁ ମିଳିଲାନି ଜମାଟଙ୍କା। ବଜେଟ୍ ଅଧିବେଶନର ଶେଷଦିନରେ ଆକ୍ରମଣାତ୍ମକ ଭୂମିକାରେ ବିଜେପି। ପୋଡିୟମ ତଳେ ହଙ୍ଗାମା କରିଛନ୍ତି ଦଳର ସଦସ୍ୟ।
#Assembly #Speaker #BJP #chitfundScam #Odisha #ArgusNews