#ଝୁମୁଛନ୍ତି_ଅନୁଗୁଳବାସୀ
#ଶୀତୁଆ_ସନ୍ଧ୍ୟାରେ_ସଙ୍ଗୀତର_ମଜା_ନେଉଛନ୍ତି_ଦର୍ଶକ
#ଲୋକପ୍ରିୟ_ଗାୟକ_ଗାୟିକାଙ୍କ_ଗୀତରେ_କମ୍ପୁଛି_ଅନୁଗୁଳ_ମହୋତ୍ସବ
ଶୀତୁଆ ସନ୍ଧ୍ୟା ରେ ସଙ୍ଗୀତ ମାଦକତା ଭରୁଛି ଅନୁଗୋଳ ଜିଲା ମହୋତ୍ସବରେ।ସଞ୍ଜ ନଇଁଲେ ମହୋତ୍ସବ ମଞ୍ଚ ନିକଟରେ ବଢି ଯାଉଛି ଦର୍ଶକଙ୍କ ଭିଡ଼। ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଚାଲିଛି ନୃତ୍ୟ ଗୀତର ଆସର ।
#anugulmahostav #Culturalprogramme #singer #ollywood #bollywood #odisha #ArgusNews