ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲା ୧୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆନୁଷଙ୍ଗିକ ସରଞ୍ଜାମ। କଡା ପୋଲିସ ସୁରକ୍ଷା ଭିତରେ ବାଲାଡ଼ ବକ୍ସ ସହିତ ସମସ୍ତ ସାମଗ୍ରୀକୁ ନିଆଗଲା ବିଧାନସଭା। ଆସନ୍ତା ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ।
#Bhubaneswar #airport #PresidentElection #ballotbox #Odisha #ArgusNews