#ମହାନଦୀକୁ_ନେଇ_ବିଗ୍_ଏକ୍ସପୋଜ
#ବଡ_ନଦୀ_ଏବେ_ବଡ_ବିପଦରେ
ମହାନଦୀକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ବିଜୁ ଜନତା ଦଳ । ଶିଳ୍ପସଂସ୍ଥା ଓ କମ୍ପାନୀ ଠାରୁ ହଜାର ହଜାର କୋଟିର ଫାଇଦା ନେଇ ବନ୍ଧ ବାନ୍ଦିବାକୁ ବିଜେଡି ଦେଇଥିଲା ସୁଯୋଗ । ଆଉ ବନ୍ଧ ବନ୍ଧା ସରିବା ପରେ ରାଜ୍ୟରେ ମାଠିଆ, କଳସ ଧରି ଯାତ୍ରା ନାଁରେ ଦଳ କରୁଥିଲା ସୁଆଙ୍ଗ ।
#BigExpose #Mahanadi #Chhattisgarh #bridge #bjd #Odisha #ArgusNews