ଓଡ଼ିଶାରେ ପୌର ଓ ମହାନଗର ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜନ କଲ୍ୟାଣକାରୀ ଯୋଜନା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଭିନ୍ନ ଗୀତ ମାଧ୍ୟମରେ ଲୋକମାନଙ୍କୁ ଭୋଟ ଦେବା ପାଇଁ ନିବେଦନ ।
#BJP #Election #ElectionSong #StateGovt #ElectionCampaign #ArgusNews #Odisha