ଝାରସୁଗୁଡ଼ାରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ଘଟଣା। ବ୍ଲକ, ମ୍ୟୁନିସିପାଲିଟି ଅଫିସ୍ ଘେରିବ BJP। ମୃତ୍ୟୁ ପଛରେ ନବ ଦାସଙ୍କ ହାତ ଥିବା ପୁଣି ଦୋହରାଇଲା BJP। ତୁରନ୍ତ ସ୍ଵାସ୍ଥ୍ୟମନ୍ତ୍ରୀ ପଦରୁ ନବଙ୍କ ଇସ୍ତଫା ଦାବି କଲା ବିଜେପି
#Jharsuguda #HealthMinister #NabaKishoreDas #BJP #Odisha #ArgusNews