#୧୮_ରାଣୀଙ୍କ_ରାଜା_ରମେଶଙ୍କ_କଳା_କାହାଣୀ
#ଠାବ_ହେଲେ_ରମେଶଙ୍କ_ସହାୟିକା
କିପରି ରମେଶ ଭୁବନେଶ୍ବର ଘରକୁ ଆଣୁଥିଲା, ରମେଶଙ୍କ ଭିଣୋଇ ଓ ଡ୍ରାଇଭରଙ୍କ କଣ ସଂପୃକ୍ତି ଥିଲା ଓ ନଣନ୍ଦ କିପରି ନିଜ ଭାଉଜଙ୍କୁ ଲୁଟୁଥିଲା ସବୁ ପୋଲିସ ଆଗରେ କହିଛନ୍ତି ସହାୟିକା ଜଣକ । ସେପଟେ ଡ୍ରାଇଭର ପପୁକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ରମେଶ, ରମେଶଙ୍କ ଉଭଣୀ ଓ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବ ପୋଲିସ ।
#fakedoctors #Bhubaneswar #helpingperson #Arrest #Loot #Odisha #ArgusNews