ପଞ୍ଚଭୂତରେ ଲୀନ ହେଲା ILS ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ କୁମାର ପରିଡ଼ାଙ୍କ ପାର୍ଥିବ ଶରୀର । ନିଜ ଗାଁ ମାଟିରେ ସମ୍ପନ୍ନ ହେଲା ଶେଷକୃତ୍ୟ । ଯାଜପୁର ଧର୍ମଶାଳା ଭଗବାନପୁର ଗାଁରେ ଶୋକାକୂଳ ପରିବେଶରେ ଶେଷ ହୋଇଛି ଅନ୍ତିମ ସଂସ୍କାର । ଅଜୟ ପରିଡ଼ାଙ୍କ ଶେଷ ଦର୍ଶନ ପାଇଁ ରୁଣ୍ଡ ହୋଇଥିଲେ ଶହ ଶହ ଲୋକ
#Jajpur #ILS #AjayParida #Odisha #ArgusNews