#ପ୍ରେମିକ_ଘର_ଆଗରେ_ପ୍ରେମିକାର_ଧାରଣା
ଏକ ମାତ୍ର ଜିଦ୍ ମତେ ବି ନ୍ୟାୟ ପ୍ରଦାନ କରାଯାଉ । ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ 7 ବର୍ଷ ହେଲା ପ୍ରେମିକାଙ୍କ ସହ ରଖିଥିଲେ ଶାରିରୀକ ସମ୍ପର୍କ । ଏବେ ପ୍ରେମିକା 7 ମାସର ଗର୍ଭବତୀ ହେବାପରେ ଏକୁଟିଆ ଛାଡ଼ି ଚାଲିଗଲେ ପ୍ରେମିକ
#Nabarangpur #Girl #falsetemptationmarriage #Odisha #ArgusNews