#ରାଜଧାନୀ_ଭୁବନେଶ୍ୱର_ଭୀମପୁର_ଅଞ୍ଚଳରେ_ବୁଲିଲା_ବୁଲଡୋଜର
ଗୋଟିଏ ପଟେ ଖରାର ଡହଡହ ତାତି, ଅନ୍ୟପଟେ ଘରଭଙ୍ଗା । ବିନା ନୋଟିସରେ ବିଏମସି ବୁଲଡୋଜର ବୁଲାଉଥିବା ଲୋକେ ଅଭିଯୋଗ କରିଥିବା ବେଳେ ବିନା କାଗଜପତ୍ରରେ ସରକାରୀ ଜାଗା ମାଡି ବସିଥିବାରୁ ଉଚ୍ଛେଦ କରାଯାଉଥିବା ବିଏମସି ପକ୍ଷରୁ କୁହାଯାଇଛି ।
#Bhubaneswar #homecrack #BMC #buldozer #Odisha #ArgusNews