#କଟକର_ବୁଲେଟ_ରାଜା
ସଂଗ୍ରହ କଲେଣି ୨୭ ଟି ବୁଲେଟ । ସବୁ ଗୁଡିକ ବିରଳ ଓ ପୁରୁଣା । ୧୯୬୦ ମସିହା ଇଂଲଣ୍ଡ ନିର୍ମିତ ପୁରୁଣା ବୁଲେଟର ଯନ୍ତ୍ରପାତି ଖୋଜି ଖୋଜି ସେ ଆଣନ୍ତି । ମିସ୍ତ୍ରୀଙ୍କୁ ଲଗାଇ ଦିଅନ୍ତି ନୂଆ ରୂପ । ତେବେ କାହିଁକି ଏଭଳି ବୁଲେଟ ପ୍ରେମରେ ପଡିଛନ୍ତି କଟକ ତିନିକୋଣିଆ ବଗିଚା ଅଞ୍ଚଳର ଏହି ଯୁବକ ସ୍ନେହାଶିଷ କର । କେଉଁ ଅଭିପ୍ରାୟରେ ସାଜିଛନ୍ତି ଇଂଲଣ୍ଡ ବୁଲେଟ ର ଦିୱାନା ।
#Cuttack #bullet #bulletlovers #Snehasiskar #Odisha #ArgusNews