ଲକ୍ଷେରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ଶହେ କୋଟିରେ ପହଞ୍ଚିଛି । ପ୍ରଥମେ ଯେଉଁଠି ୨୦ ଜଣ କାମ କରୁଥିଲେ, ଏବେ ସେଠାରେ ପ୍ରାୟ ୩୦୦ ଜଣଙ୍କୁ କାମ ମିଳିଛି । ଦୃଢ ଇଛା ଶକ୍ତି ଓ କଠିନ ପରିଶ୍ରମ ଆଗରେ ସବୁ କିଛି ହାର୍ ମାନେ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଉଦ୍ୟୋଗପତି ଚନ୍ଦ୍ର ପ୍ରକାଶ ଭରତିଆ
#Balasore #Businessman #Industry #Odisha #ArgusNews