#ରାଜ୍ୟରେ_ନିୟମିତ_ବଢିବାରେ_ଲାଗିଛି_କରୋନା_ସଂକ୍ରମଣ
#ସଂକ୍ରମଣ_ତାଲିକାର_ଶିର୍ଷରେ_ରାଜଧାନୀ_ଭୁବନେଶ୍ବର
ଚିନ୍ତା ବଢାଉଛି ଭୁବନେଶ୍ବରର ସଂକ୍ରମଣ । ଉପରମୁହାଁ କରୋନା ଗ୍ରାଫ୍ । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ । ଟିକାକରଣରେ ରାଜ୍ୟକୁ ସଫଳତା ମିଳିଥିଲେ ହେଁ ୧୨ରୁ୧୪ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଉତ୍ସାହଜନକ ନୁହେଁ । ବିଏମ୍ସିର ଫୋକସରେ ଏହି ସମ୍ବେଦନଶୀଳ ବର୍ଗ
#bhubaneswar #coronavirus #Odisha #ArgusNews