ଜବ କାର୍ଡଧାରୀଙ୍କୁ 100 ଦିନର କାମ ଯୋଗାଇବାକୁ ରହିଛି କେନ୍ଦ୍ର ସରକାର ମନରେଗା ଯୋଜନା
କିନ୍ତୁ ବାଙ୍କୀ ଡମପଡା ବ୍ଲକର ଗୋପାଳପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏଥିରେ ବ୍ୟତିକ୍ରମ । ପ୍ରତ୍ୟେକ ପଞ୍ଚାୟତକୁ ଏଥିପାଇଁ କୋଟି କୋଟି ଟଙ୍କା ଯୋଗାଇଶାସକ ଦଳର କର୍ମୀ ମାନେ ମେସିନ ଦ୍ବାରା କାମ କରାଉଥିବାର ଅଭିଯୋଗ କରିଛନ୍ତି ହିତାଧିକାରୀ ।
#Mnregascheme #jobcard #Odisha #ArgusNews #CentralGovt