#କେନ୍ଦ୍ର_ସରକାର_ଦେଉଛନ୍ତି_ରାଜ୍ୟ_ସରକାର_ଲୁଟୁଛନ୍ତି !
ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ଦେହାନ୍ତରେ ରାଜ୍ୟ ବିଜେପିର ଏକ ବଡ଼ ଅପୂରଣୀୟ କ୍ଷତି ହେବା ସହ ତାଙ୍କ ବ୍ୟକ୍ତିଗତ ଜୀବନରେ ଏକ ଭାଇ ହରାଇଛନ୍ତି । ତେଣୁ ତାଙ୍କ ବିୟୋଗରେ ତାଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୁରଜଙ୍କୁ ଏହି ଉପ ନିର୍ବାଚନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି କହିଥିଲେ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ।
#Dhamnagar #ByElection #BJP #Odisha #ArgusNews