#କଳିଙ୍ଗ_ଷ୍ଟାଡିଅମରେ_ପହଞ୍ଚିଲେ_ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ସାଫ୍- 20 ବର୍ଷରୁ କମ୍ ଫୁଟବଲ ଚାମ୍ପିଅନସିପ 2022 ଫାଇନାଲ୍ ମ୍ୟାଚ୍ ଦେଖିବାକୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...।
#Bhubaneswar #KalingaStadium #SAFF2022 #NaveenPatnaik #odisha #ArgusNews