ହଟହଟା ହେଲେ ମୁଖ୍ୟମନ୍ତ୍ରୀ ସବୁଠାରୁ ବଡ ଫ୍ୟାନ। ହାଇ ସିକ୍ୟୁରୁଟି ଯୋନରେ ପଶି ପୋଲିସ ସହ କଲେ ଯୁକ୍ତି। ବିଧାନସଭା ସମ୍ମୁଖରେ ସୃଷ୍ଟି ହେଲା ହାଇଡ୍ରାମା । ରାସ୍ତାରେ ଗଡ଼ିଲେ ପ୍ରବଳ ରୋଲ କଲେ ନବୀନଙ୍କ ବଡ଼ ଫ୍ୟାନ ଖଗେଶ୍ୱର । ମୁଖ୍ୟମନ୍ତ୍ରୀଙ୍କର ସଚିବାଳୟ ଆସିବ ପୂର୍ବରୁ ବିଧାନସଭା ସମ୍ମୁଖରେ ବିଜେଡିର ବଡ ପତାକା ଓ ବାଇକ ଧରି ରାସ୍ତା ଉପରେ ରଖିଲେ । ଶେଷରେ ପୋଲିସ ଖଗେଶ୍ଵରକୁ ଉଠାଇ ନେଲା ।
#Bhubaneswar #NaveenPatnaik #fans #problem #highdrama #Odisha #ArgusNews