#ସଜେଇ_ହେଲାଣି_ସହର_ଆଉ_ସଜେଇ_ହେଲାଣି_ପୂଜା_ମଣ୍ଡପ
ମାଙ୍କ ଆଗମନ ପାଇଁ ଭାଇଚାରାର ସହରରେ ଦେଖିବାକୁ ମିଳିଲାଣି ପୂଜାର ପ୍ରସ୍ତୁତି । ଯାଜପୁରର ଗଣପର୍ବ କାଳୀପୂଜା ପାଇଁ ଏବେ ଉତ୍ସବ ମୁଖର ଯାଜପୁର ସହର। ଯାଜପୁରର କାଳୀପୂଜା ଓଡିଶା ପ୍ରସିଦ୍ଧ ଥିବାବେଳେ ଚଳିତ ବର୍ଷ ବେଶ ଜାକଜମକ ଆଉ ଆଡମ୍ବର ସହ ପୂଜା ପାଇବେ ମା । ଲୋକଙ୍କ ଆକର୍ଷଣ ପାଇଁ ମଣ୍ଡପ ଗୁଡିକରେ ମୁରମୟୀ ମୂର୍ତ୍ତି ଗୁଡିକୁ ଦିଆଯାଉଛି ଜୀବନ୍ତ ପ୍ରତିବିମ୍ବ ।
#Diwali #celebration #Preparations #Jajpur #Odisha #ArgusNews